ତାଜା ଖବର ରାଜ୍ୟ Kabisuryanagar Custodial Death: କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲା; ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କୁ ଜବାବ ତଲବ କଲେ NHRC June 2, 2026 Papirani ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ଦିବ୍ୟାଙ୍ଗ ଯୁବକ ସୁଶାନ୍ତ ସାହୁଙ୍କ ଥାନା ହାଜତ ମୃତ୍ୟୁ ଘଟଣାରେ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର ଆୟୋଗ (NHRC) । ଗଂଜାମ ଜିଲ୍ଲାପାଳ ଓ ଏସ୍ପିଙ୍କୁ ୧୪ଟି ଦିଗ ଉପରେ ଉତ୍ତର ରଖିବାକୁ ରିପୋର୍ଟ ତଲବ…