Tag: Jiban Pradip Dash

BJD Mishrana Parba: ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ

ବିଜେଡିକୁ ଫେରିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । ଶଙ୍ଖ ଭବନରେ ଦୁଇ ମନ୍ତ୍ରୀ ନିଜର ସମର୍ଥକମାନଙ୍କ ସହିତ ବିଜୁ ଜନତା ଦଳ (ବିଜେଡି)କୁ ଫେରିଛନ୍ତି। ବିଜେଡିର ବରିଷ୍ଠ ଉପାଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ…