Tag: Jaundice Outbreak

Sambalpur Jaundice Outbreak: ସମ୍ବଲପୁରର ଏକ ଶିକ୍ଷାନୁଷ୍ଠାନରେ ଶହ ଶହ ଛାତ୍ରଛାତ୍ରୀଙ୍କୁ ଜଣ୍ଡିସ; ପ୍ରଶାସନିକ ନିରବତାକୁ ନେଇ ବିଜେଡିର କ୍ଷୋଭ

ସମ୍ବଲପୁରର ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ଜଣ୍ଡିସ୍ ବ୍ୟାପିବା ଘଟଣାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ ପାଇଛି। ଶିକ୍ଷାନୁଷ୍ଠାନରେ ଶହ ଶହ ଛାତ୍ରଛାତ୍ରୀ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ କିଛି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର…