Tag: Japan Ambassador

Japan Ambassador Enjoys Dalma: ଡାଲମା ଖାଇ ଓଡ଼ିଶାର ସଂସ୍କୃତି ଓ ଖାଦ୍ୟକୁ ପ୍ରଶଂସା କଲେ ଜାପାନ ରାଷ୍ଟ୍ରଦୂତ ଓନୋ କେଇଚି

ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ଓନୋ କେଇଚି ତାଙ୍କ ଓଡ଼ିଶା ଗସ୍ତ ସମୟରେ ପାରମ୍ପରିକ ଖାଦ୍ୟ ଡାଲମା ଚାଖିବା ପରେ ଓଡ଼ିଆ ଖାଦ୍ୟ ଏବଂ ସଂସ୍କୃତି ପ୍ରତି ପ୍ରଶଂସା କରିଛନ୍ତି। ଏହାସହ ସେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯାହାର ଫଟୋ…