ତାଜା ଖବର ଦେଶ Jaisalmer Bus Fire: ରାଜସ୍ଥାନରେ ଚଳନ୍ତା ବସରେ ଲାଗିଲା ନିଆଁ; ୨୦ ଜୀବନ୍ତ ଦଗ୍ଧ October 15, 2025 Papirani ରାଜସ୍ଥାନ ଜୈସଲମେରରେ ଭୟଙ୍କର ଦୁର୍ଘଟଣା । ଗତକାଲି ଜୈସଲମେର-ଯୋଧପୁର ରାଜପଥରେ ଥାୟତ ଗାଁ ନିକଟରେ ଜାତୀୟ ରାଜପଥରେ ଏସି ବସରେ ଅଚାନକ ନିଆଁ ଲାଗି ୨୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ହୋଇଛନ୍ତି । ବସରେ ଥିଲେ…