ତାଜା ଖବର ଦେଶ PM Modi celebrates Diwali: ଆଇଏନଏସ ବିକ୍ରାନ୍ତରେ ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦି October 20, 2025 Papirani ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆ ଏବଂ କରୱାର ଉପକୂଳରେ ଅବସ୍ଥିତ ଆଇଏନଏସ ବିକ୍ରାନ୍ତକୁ ଦୀପାବଳି ପାଳନ କରିଛନ୍ତି । ସେଠାରେ ସୈନିକମାନଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ସେନାର ଯବାନଙ୍କ ସହ ଦୀପାବଳି ପାଳନ କରିବା ମୋର ସୌଭାଗ୍ୟ…