Tag: industrial

ରାଜ୍ୟରେ ବନ୍ଦ ହୋଇଛି ୧୧ ହଜାର ୪୩୨ଟି କ୍ଷୁଦ୍ରଶିଳ୍ପ

ଆଜି ବିଧାସଭାରେ ବିଧାୟକ ଚକ୍ରମମି କହଁରଙ୍କ ପ୍ରଶ୍ନରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ପୂର୍ବ ସରକାରରେ ୧୧ ହଜାର ୪୩୨ଟି କ୍ଷୁଦ୍ରଶିଳ୍ପ ବନ୍ଦ ହୋଇଛି । କରୋନା ସମୟରେ ୩ ହଜାର ୨୦୭ଟି କ୍ଷୁଦ୍ରଶିଳ୍ପ ବନ୍ଦ ହୋଇଛି । ଏହିସବୁ କ୍ଷୁଦ୍ରଶିଳ୍ପ…