Tag: IndiGo

IndiGo Flight Disruptions: ଯାତ୍ରୀ ହନ୍ତସନ୍ତ ପରେ କ୍ଷମା ମାଗିଲା ଇଣ୍ଡିଗୋ; ତଦନ୍ତ କମିଟି ଗଠନ କଲା DGCA

ଦେଶର ବଡ଼ ଏୟାରଲାଇନ୍ ଇଣ୍ଡିଗୋର ଉଡ଼ାଣ ଗୁରୁତର ଭାବେ ପ୍ରଭାବିତ ହେବାରୁ ଦେଶବ୍ୟାପୀ ଯାତ୍ରୀମାନଙ୍କୁ ନାହିଁ ନଥିବା ଯନ୍ତ୍ରଣା ଭୋଗିବାକୁ ପଡ଼ିଛି । ଏହି ଘଟଣା ଦ୍ୱାରା ପ୍ରଭାବିତ ସମସ୍ତ ଗ୍ରାହକ ଏବଂ ଶିଳ୍ପ ଅଂଶୀଦାରଙ୍କ ନିକଟରେ ଇଣ୍ଡିଗୋ କ୍ଷମା ପ୍ରାର୍ଥନା…