ରାଜ୍ୟ ଓଡ଼ିଶାରେ ରେଳ ପ୍ରକଳ୍ପର ତ୍ୱରିତ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀ ଙ୍କ ଆଲୋଚନା February 21, 2025 Nirvay ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତରେ ଥିବା ସମୟରେ ଗତକାଲି କେନ୍ଦ୍ର ରେଳ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ବିଭିନ୍ନ ନୂଆ ପ୍ରକଳ୍ପ ସହିତ ମଞ୍ଜୁର…
ରାଜ୍ୟ ବଲାଙ୍ଗିର ରେଳ ୱାଗନ୍ରୁ ବୋମା ଜବତ ଘଟଣା: ଗୋଳାବାରୁଦ କାରଖାନାର ୨ କର୍ମଚାରୀ ନିଲମ୍ବିତ February 4, 2025 Nirvay ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଜବତ ହୋଇଛି ୧୨ଟି ବୋମା । ତେବେ ଏହାକୁ ଜବତ କରି ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି । ଦାୟିତ୍ୱରେ ଥିବା କଣ୍ଟାବାଞ୍ଜି ଷ୍ଟେସନ୍ ମ୍ୟାନେଜର କହିଛନ୍ତି ଯେ, ଯାହାର ବୋମା ଥିଲା ତାଙ୍କୁ…
ଦେଶ ବଜେଟ ୨୦୨୫: ଗଡ଼ିବ ଆଉ ୨୦୦ ବନ୍ଦେ ଭାରତ, ୧୦୦ ଅମୃତ ଭାରତ ଟ୍ରେନ୍ February 1, 2025 Nirvay କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ କୁ ସ୍ୱାଗତ କରିଛନ୍ତି । ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ହେବା ପରେ ରେଳ ବଜେଟ୍ ଘୋଷଣା କରାଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…
ତାଜା ଖବର ଦେଶ ମହାକୁମ୍ଭ ମେଳା ଅବସରରେ ମାଗଣା ଯାତ୍ରା ଘଟଣା; ଏପ୍ରକାର ଖବର ମିଥ୍ୟା ଓ ବିଭ୍ରାନ୍ତିକର: ରେଳବାଇ December 18, 2024 Papirani ଖୁବଶୀଘ୍ର ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ବ ମେଳା । ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା ଲାଗି ଯାତ୍ରୀମାନେ ରେଳପଥରେ ମାଗଣା ଯାତ୍ରା କରିପାରିବେ ବୋଲି କିଛି ଗଣମାଧ୍ଯମ ଦ୍ବାରା ପ୍ରକାଶିତ ଖବରକୁ ରେଳ ମନ୍ତ୍ରଣାଳୟ ଖଣ୍ଡନ କରିଛି । ଏପ୍ରକାର ଖବର…
ଦେଶ ରେଳବାଇର ହେଉନାହିଁ ଘରୋଇକରଣ; ବିରୋଧୀ ସାଂସଦ ମିଛ କାହାଣୀ ତିଆରି କରୁଛନ୍ତି: ଅଶ୍ବିନୀ December 12, 2024 Papirani ଲୋକସଭାରେ ବୁଧବାର ରେଳ (ସଂଶୋଧନ) ବିଧେୟକ ପାରିତ ହୋଇଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଚର୍ଚ୍ଚାରେ ଜବାବ ଦେଇ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । କହିଛନ୍ତି ଯେ, ଅନେକ ସାଂସଦ ରେଳବାଇର ଘରୋଇକରଣକୁ ନେଇ ମିଛ କାହାଣୀ ପ୍ରଚାର କରିବାରେ ଲାଗିଛନ୍ତି।…