Tag: IND-SA

T-20 At Barabati: ଓସିଏ ଅନୁବନ୍ଧିତ ସଂସ୍ଥା ପାଇଁ ଆଜିଠୁ ବିକ୍ରି ହେବ ଟି ୨୦ ମ୍ୟାଚ ଟିକେଟ୍

ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଅନଲାଇନ ଟିକେଟ୍ ବିକ୍ରି ଶେଷ ହୋଇଥିଲାବେଳେ ଆଜି ଏବଂ ଆସନ୍ତାକାଲି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସହିତ ଅନବନ୍ଧିତ ସଂସ୍ଥାଗୁଡ଼ିକ ପାଇଁ ଟିକେଟ୍ ବିକ୍ରି ହେବ । ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଆଜିଠୁ ଓସିଏ…