ତାଜା ଖବର ଦେଶ ପ୍ରଧାନମନ୍ତ୍ରୀଙ୍କୁ ଆଇଏମ୍ଏର ଚିଠି; ହସ୍ପିଟାଲରେ ଏୟାରପୋର୍ଟ ଭଳି ଦିଆଯାଉ ସୁରକ୍ଷା August 17, 2024 Papi Jena କୋଲକାତାର ଆର୍.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ପିଜି ମେଡିକାଲ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମ୍ଏ) । ଚିଠିରେ ଆଇଏମ୍ଏ ତରଫରୁ ୫ଟି ବଡ଼ ଦାବି ଜଣାଯାଇଥିବା…