ତାଜା ଖବର ରାଜ୍ୟ Raid Cattle Mafia: ଗୋରୁ ମାଫିଆ ଘରେ ପୋଲିସର ରେଡ January 17, 2026 Papirani ଗୋରୁ ମାଫିଆ ଘରେ ପୋଲିସର ରେଡ। ଭଦ୍ରକ ମୁଲ୍ଲାସାହିରେ ଗୋ-ମାଫିଆ ଶେଖ୍ ତାଜୁଦ୍ଦିନ ଘରେ ରେଡ୍। ଭଦ୍ରକର ମୁଲ୍ଲାସାହିରେ ଗୋ ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ଚଢାଉ।ଅବୈଧ ଗୋ ଚାଲାଣ ଲିଙ୍କରେ ୨ ପ୍ଲାଟୁନ ଫୋର୍ସ ସହ ଚଢାଉ କରିଛି ।…