ତାଜା ଖବର ରାଜ୍ୟ ହାତ ଗୋଡ଼ରେ ହ୍ୟାଣ୍ଡକପ୍ ପକାଇ ଯୁବକଙ୍କୁ ନିର୍ଯାତନା ମାମଲା: ଭୋଗରାଇ ଥାନା IIC ଶ୍ରୀବଲ୍ଲଭ ସାହୁ ସସ୍ପେଣ୍ଡ୍ June 19, 2025 Papirani ଭୋଗରାଇ ଥାନା IIC ଶ୍ରୀବଲ୍ଲଭ ସାହୁ ସସ୍ପେଣ୍ଡ୍ । କାର୍ଯ୍ୟରେ ଅବହେଳା ପାଇଁ ସସ୍ପେଣ୍ଡ୍ କଲେ ଡିଜିପି । ଜଣେ ଯୁବକଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍ ପକାଇ ନିର୍ଯାତନା ମାମଲାରେ IICଙ୍କୁ ସସ୍ପେଣ୍ଡ୍। ବିନା ମାମଲାରେ ଦୁଇ ଦିନ ଧରି ଯୁବକଙ୍କୁ…