ତାଜା ଖବର ରାଜ୍ୟ Molesting Woman at IG Park: ପାର୍କରେ ଯୁବତୀଙ୍କୁ ଅସଦାଚରଣ; ଯୁବତୀଙ୍କୁ ଟଣାଓଟରା ବେଳର ଭିଡ଼ିଓ ଭାଇରାଲ୍ December 21, 2025 Papirani ଅସୁରକ୍ଷିତ ରାଜଧାନୀ। ରାଜଧାନୀର ଏକ ପାର୍କରେ ଜଣେ ଯୁବତୀଙ୍କୁ ଖୁଲମଖୁଲା ଅସଦାଚରଣ କରିଛନ୍ତି ଦୁର୍ବୃତ୍ତ । ପୁରୁଷ ବନ୍ଧୁ ସାମ୍ନାରେ ଯୁବତୀଙ୍କୁ ଟଣାଓଟରା ବେଳର ଭିଡ଼ିଓ ଏବେ ଭାଇରାଲ୍ ହୋଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତି କରୁଛି। ସନ୍ଧ୍ୟା ସମୟରେ…