ତାଜା ଖବର ରାଜନୀତି ରାଜ୍ୟ ବିଷ୍ଣୁପଦ ସେଠୀଙ୍କ ବାସଭବନ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ବେଳେ ମହୁମାଛି ଆକ୍ରମଣ December 16, 2024 Papirani ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ବେଳେ ମହୁମାଛି ଆକ୍ରମଣ । ବିଷ୍ଣୁପଦ ସେଠୀଙ୍କ ଘର ଘେରାଉ ବେଳେ ଆକ୍ରମଣ କଲେ ଶହ ଶହ ମହୁମାଛି । ବିକ୍ଷୋଭ ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲେ…