ତାଜା ଖବର ରାଜ୍ୟ Police Raid Hotel: କଟକ ଶିଖରପୁର ଅଞ୍ଚଳର ହୋଟେଲ୍ରେ ପୋଲିସର ଚଢ଼ାଉ; ୩୦ରୁ ଅଧିକ ଲୋକ ଅଟକ October 23, 2025 Papirani କଟକ ଶିଖରପୁର ଅଞ୍ଚଳର ହୋଟେଲରେ ପୋଲିସର ଚଢ଼ଉ । ହୋଟେଲ୍ରେ କିଛି ସନ୍ଦିଗ୍ଧ ବ୍ୟକ୍ତି ଲୁଚି ଥିବା ନେଇ ରେଡ୍ କରିଛି ପୁଲିସ୍ । ହୋଟେଲ୍ ଭିତରେ ଚାଉଳିଆଗଞ୍ଜ ପୋଲିସ ଟିମ୍ର ତଲାସୀ ୩୦ରୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା…