ତାଜା ଖବର ରାଜ୍ୟ ବିଜେଡି ସରକାରର ୨୪ ବର୍ଷ ଶାସନ ଭିତରେ ଭୂମିହୀନ ବିଧବାଙ୍କୁ ମିଳିନି ଆବାସ ଯୋଜନା October 10, 2024 Papirani କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖ ଠାରୁ ମାତ୍ର କିଛି ଦୂର ଗୌଡ ସାହି । ସେହି ସାହିର ୬ ନମ୍ବର ୱାର୍ଡ଼ରେ ଝାଟିମାଟି ଘରେ ରହୁଛନ୍ତି ଜଣେ ବିଧବା ମହିଳା ରଞ୍ଜିତା ବେହେରା ।…