ତାଜା ଖବର ଦେଶ Another Hindu Man Killed In Bangladesh: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ପିଟିପିଟି ହତ୍ୟା January 13, 2026 Papirani ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ନିର୍ମମ ହତ୍ୟା। ୨୮ ବର୍ଷୀୟ ସମୀର ଦାସ ନାମକ ଯୁବକଙ୍କୁ ପିଟି ପିଟି ସଂଘବଦ୍ଧ ହତ୍ୟା କରାଯାଇଛି। ଛୁରୀ ଭୁଷିବା ସହ ପିଟିପିଟି ହତ୍ୟା ଅଭିଯୋଗ ହୋଇଛି। ହତ୍ୟା ପରେ ଅପରାଧୀମାନେ ଏକ ଅଟୋ-ରିକ୍ସା ମଧ୍ୟ…