ତାଜା ଖବର ରାଜନୀତି ରାଜ୍ୟ BJD Slams BJP Govt Over High Inflation: ନିତ୍ୟ ଆବଶ୍ୟକୀୟ ଜିନିଷର ଦରବୃଦ୍ଧି ରୋକିବାରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି September 17, 2026 Papirani ମୁଦ୍ରାସ୍ଫୀତି ଯୋଗୁଁ ରାଜ୍ୟରେ ନିତ୍ୟ ଆବଶ୍ୟକୀୟ ଜିନିଷପତ୍ରର ଅହେତୁକ ଦରବୃଦ୍ଧିକୁ ନେଇ ଶାସକ ଦଳ ଉପରେ ବର୍ଷିଛି ବିଜୁ ଜନତା ଦଳ (ବିଜେଡି)। ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରଠାରୁ ଦରଦାମ୍ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବିଜେଡି…