ତାଜା ଖବର ରାଜ୍ୟ ଭରତପୁର କାଣ୍ଡ: ଜନସ୍ୱାର୍ଥ ମାମଲାରେ ଆସିଲା ହାଇକୋର୍ଟଙ୍କ ରାୟ September 23, 2024 Nirvay ସେନା ମେଜର-ପୋଲିସ ବିବାଦରେ ହାଇକୋର୍ଟରେ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ପରେ ରାୟ ପ୍ରକାଶ ପାଇଛି। ମେଜର ଓ ପୀଡ଼ିତାଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ମନା କରିଛନ୍ତି ଉଚ୍ଚ ନ୍ୟାୟାଳୟ। ରାଜ୍ୟର ସବୁ ଥାନାରେ ସିସିଟିଭି ଲଗାଇ ସମସ୍ତ…
ତାଜା ଖବର ରାଜ୍ୟ ଚମ୍ପୁଆ ବିଧାନସଭା ମଣ୍ଡଳୀ ନିର୍ବାଚନୀ ମାମଲା ଖାରଜ September 18, 2024 Nirvay ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଚଳିତ ସାଧାରଣ ନିର୍ବାଚନ ସମୟରେ ବିଜୟୀ ପ୍ରାର୍ଥୀ ସନାତନ ମହାକୁଡ଼ଙ୍କ ନାଁରେ ତ୍ରୁଟିପୂର୍ଣ୍ଣ ସତ୍ୟପାଠ ଦାଖଲ କରିଥିବା ନେଇ ଅଭିଯୋଗ ଆସିଥିଲା। ପରାଜିତ ପ୍ରାର୍ଥୀ ଗୁରୁବାଗ ୱାଲିଆ ଏହି…
ତାଜା ଖବର ରାଜ୍ୟ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅଧିଗୃହୀତ ଜମି ଫେରାଇବାକୁ ହାଇକୋର୍ଟଙ୍କ ନୋଟିସ August 28, 2024 Nirvay ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅଧିଗୃହୀତ ଜମି ଫେରାଇବା ସମ୍ପର୍କିତ ମାମଲାରେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ୍ ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି। ୮ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବା ନେଇ ଦିନ ଧାର୍ଯ୍ୟ କରାଯାଇଛି। ପୁରୀରେ ୧୦ ହଜାର…
ତାଜା ଖବର ରାଜନୀତି ରାଜ୍ୟ ଯାଜପୁର ସାଂସଦଙ୍କୁ ହାଇକୋର୍ଟଙ୍କ ନୋଟିସ August 28, 2024 Nirvay ନିର୍ବାଚନୀ ମାମଲାରେ ଜବାବ ଦାଖଲ ପାଇଁ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି। ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ମାମଲା ଦାଏର କରିଛନ୍ତି। ଭୋଟ ଗଣତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀମତୀ ସେଠୀ। ସାଂସଦ ଶ୍ରୀ…
ତାଜା ଖବର ରାଜନୀତି ରାଜ୍ୟ ଭୁବନେଶ୍ୱର ମଧ୍ୟ ବିଧାୟକଙ୍କୁ ହାଇକୋର୍ଟର ନୋଟିସ୍ August 13, 2024 Papirani ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ହାଇକୋର୍ଟଙ୍କ ନୋଟିସ । ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଆବେଦନ ଆଧାରରେ ନୋଟିସ୍ ଜାରି ହୋଇଛି। ସେପ୍ଟେମ୍ବର ୯ରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ…
ତାଜା ଖବର ରାଜନୀତି ରାଜ୍ୟ ବିଧାୟକ ଅରୁଣ ସାହୁଙ୍କୁ ହାଇକୋର୍ଟର ନୋଟିସ August 6, 2024 Papirani ଚାଳିତବର୍ଷ ନୟାଗଡ଼ ବିଧାନସଭା ନିର୍ବାଚନ ଅନିୟମିତତା ହୋଇଥିବା ଅଭିଯୋଗକୁ ଆଧାରକରି ହାଇକୋର୍ଟରେ ମାମଲା ଦାଏର ପରେ ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ଜାରି ହୋଇଛି ନୋଟିସ । ନିର୍ବାଚନ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ପରେ ବିଧାୟକ ଅରୁଣ ସାହୁଙ୍କୁ…
ତାଜା ଖବର ରାଜନୀତି ରାଜ୍ୟ ଭୋଟ ଗଣତିରେ ଜାଲିଆତି ଅଭିଯୋଗ ନେଇ ହାଇକୋର୍ଟ ଗଲେ ବିଜେପି ପ୍ରାର୍ଥୀ ଜଗନ୍ନାଥ July 18, 2024 Papirani ଭୋଟ ଗଣତିରେ ବ୍ୟାପକ ଜାଲିଆତି ଅଭିଯୋଗ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଭୁବନେଶ୍ବର ମଧ୍ୟ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ନିର୍ବାଚନୀ ମାମଲା କଲେ ସହ ଭୋଟ ଗଣତିରେ ବ୍ୟାପକ ଜାଲିଆତି ଅଭିଯୋଗ…
ରାଜ୍ୟ ହାଇକୋର୍ଟ ଗଲେ ଭକ୍ତ ଦାସ July 9, 2024 Nirvay ହାଇକୋର୍ଟ ଯାଇଛନ୍ତି କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସ। ବିଧାୟକ ମନୋରମା ମହାନ୍ତି ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରିଛନ୍ତି। ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ନେଇ ମିଥ୍ୟା ତଥ୍ୟ ଦିଆଯାଇଥିବା ଅଭିଯୋଗ। ମାଟ୍ରିକ ବୋର୍ଡ ନେଇ ମିଥ୍ୟା ଦାଖଲ କରିଥିବା ଅଭିଯୋଗ।…
ତାଜା ଖବର ରାଜନୀତି ରାଜ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦିଲ୍ଲୀପ ରାୟ June 21, 2024 Papirani ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ । ବିଧାୟକ ଶାରଦା ନାୟକଙ୍କ ବିରୋଧରେ ଦାୟର ଦାଖଲ କଲେ ମାମଲା। ଶାରଦାଙ୍କ ବିଧାୟକ ପଦ ଅସିଦ୍ଧ ଘୋଷଣା କରିବାକୁ ଦିଲ୍ଲୀପଙ୍କ ଦାବିରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବୋଲି ସୂଚନା।…
ତାଜା ଖବର ଦେଶ ରାଜନୀତି ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଉପରେ ସାମୟିକ ରୋକ ଲଗାଇଲେ ହାଇକୋର୍ଟ June 21, 2024 Papirani ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନିମ୍ନ ଅଦାଲତରୁ ଦିଆଯାଇଥିବା ଜାମିନ ହାଇକୋର୍ଟ ସାମୟିକ ସ୍ଥଗିତ ରଖିଛନ୍ତି। ଏହି ମାମଲାର ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଜାମିନ ନାମଞ୍ଜୁର କରିଛନ୍ତି। ଇଡି କେଜ୍ରିୱାଲଙ୍କୁ…