ତାଜା ଖବର ରାଜ୍ୟ Health Check-Up of The Rescued Orangutans: ନନ୍ଦନକାନନରେ ୫ ଓରାଂଓଟାନ୍ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲେ ୨ ବିଶେଷଜ୍ଞ ଦଳ September 16, 2026 Papirani ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଥିବା ୫ଟି କୋମଳମତି ଓରାଂଓଟାନ୍ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଓ ସାମଗ୍ରିକ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ ୨ ଜଣିଆ ବୈଷୟିକ ବିଶେଷଜ୍ଞ ଦଳ ହ୍ୟାଣ୍ଡ-ରିଅରିଂ ସେଣ୍ଟର ଗସ୍ତ କରି ସମୀକ୍ଷା କରିଛନ୍ତି। ମହୀଶୂର ଚିଡ଼ିଆଖାନର ୨ ବିଶେଷଜ୍ଞଙ୍କ…