ତାଜା ଖବର ଦେଶ ଅପରେସନ ମହାଦେବ: ପହଲଗାମ୍ ଆଟାକର ମାଷ୍ଟର ମାଇଣ୍ଡ୍ ହସିମ୍ ମୁସା ନିହତ July 28, 2025 Papirani ଜାମ୍ମୁ କାଶ୍ମୀର ପହଲଗାମର ଆତଙ୍କବାଦର ମାଷ୍ଟର ମାଇଣ୍ଡ ହାମିସ ମୁସା ନିପାତ । ଅପରେସନ୍ ମହାଦେବ ଜରିଆରେ ସେନା ଗୁଳିରେ ମାଷ୍ଟର ମାଇଣ୍ଡ ହାସିମ ମୁସା ନିହତ ହୋଇଥିବା ଜଣାପଡିଛି । ହାସିମ ମୁସାକୁ ଧରାଇଦେବାକୁ ଭାରତୀୟ ସେନା ୨୦ ଲକ୍ଷର…