Tag: Habishyali

Kartika Month Prep at Srimandir: କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ବିଶେଷ ବ୍ୟବସ୍ଥା: ହବିଷ୍ୟାଳି ଓ ଦିବ୍ୟାଙ୍ଗଙ୍କ ପାଇଁ ହେବ ସ୍ୱତନ୍ତ୍ର ଦର୍ଶନ

ପବିତ୍ର କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭକ୍ତ ଓ ହବିଷ୍ୟାଳିଙ୍କ ସୁନ୍ଦର ତଥା ଶୃଙ୍ଖଳିତ ଦର୍ଶନ ନିମନ୍ତେ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା କାର୍ତ୍ତିକ ମାସରେ ହବିଷ୍ୟାଳି ଓ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ସହଜ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା…