Tag: Guwahati

India vs South Africa: ଗୌହାଟୀ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ

ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଲଜ୍ଜାଜନକ ପରାଜୟ ଭୋଗିଛି । କୋଲକାତାରେ ପ୍ରଥମ ଟେଷ୍ଟ ୩୦ ରନରେ ହାରିବା ପରେ ଗୌହାଟୀରେ ୪୦୮ ରନର ଐତିହାସିକ ପରାଜୟ ଭୋଗିଛି ଭାରତ । ବ୍ୟାଟିଂ…