ତାଜା ଖବର ରାଜ୍ୟ Odisha Lok Bhavan Gets ‘Green Building’ Status : ଦେଶର ପ୍ରଥମ ଲୋକଭବନ ଭାବେ ଓଡ଼ିଶା ଲୋକଭବନକୁ ମିଳିଲା ଗ୍ରୀନ୍ ବିଲିଂ ମାନ୍ୟତା September 1, 2026 Papirani ଓଡ଼ିଶା ଲୋକଭବନ ଏକ ଐତିହାସିକ ସଫଳତା ହାସଲ କରିଛି। ଦେଶର ପ୍ରଥମ ଲୋକଭବନ ଭାବେ ଓଡ଼ିଶା ଲୋକଭବନକୁ ମିଳିଛି ପ୍ରତିଷ୍ଠିତ ‘ଗ୍ରୀନ୍ ବିଲ୍ଡିଂ’ ମାନ୍ୟତା।ଇଣ୍ଡିଆନ୍ ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ୍ ପକ୍ଷରୁ ଲୋକଭବନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ IGBC ଅଧ୍ୟକ୍ଷ…