ତାଜା ଖବର ରାଜ୍ୟ ଆନ୍ଧ୍ରରେ ପଥର ବ୍ଲାଷ୍ଟିଂ ବେଳେ ଅଘଟଣ; ୬ ଓଡ଼ିଆ ଶ୍ରମିକ ମୃତ୍ୟୁ August 3, 2025 Papirani ଆନ୍ଧ୍ରପ୍ରଦେଶର ବାପତଲା ଜିଲ୍ଲା ବାଲିକୁରୁମା ପଥର ଖାଦାନରେ ବଡ଼ ବିସ୍ଫୋରଣ। ପଥର ଖଣିରେ ବ୍ଲାଷ୍ଟିଂ ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଶ୍ରମିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୬ ଜଣ ଓଡ଼ିଆ ଶ୍ରମିକ ଥିବା ଜଣାପଡିଛି ।…