Tag: Govt ITI

Monthly Review In Govt ITI College: ରାଜ୍ୟ ସରକାରଙ୍କୁ ସରକାରୀ ଆଇଟିଆଇ ଚିନ୍ତା; ପ୍ରତିମାସରେ ହେବ ସମୀକ୍ଷା

ରାଜ୍ୟ ସରକାରଙ୍କୁ ସରକାରୀ ଆଇଟିଆଇ ଚିନ୍ତା । ତେଣୁ ଏଣିକି ପ୍ରତି ମାସରେ ସମସ୍ତ ସରକାରୀ ଆଇଟିଆଇରେ ସମୀକ୍ଷା କରାଯିବ । ପ୍ରତିମାସର ଦ୍ବିତୀୟ ମଙ୍ଗଳବାର ବୈଠକ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରତିମାସ ସମୀକ୍ଷା ନେଇ ଦକ୍ଷତା ବିକାଶ…