Tag: gopalpur ports

ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଅଂଶଧନର ମାଲିକ ହେବ ଆଦାନୀ ଗ୍ରୁପ

ଗଞ୍ଜାମ ଜିଲ୍ଲାରେ ଥିବା ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଅଂଶଧନ ଆଦାନୀ ପୋର୍ଟକୁ ହସ୍ତାନ୍ତର ଯିବ । ଓଡ଼ିଶା ଷ୍ଟିଭେଡର୍ସ ହାତରେ ରହିବ ମାତ୍ର ୫ ପ୍ରତିଶତ ଅଂଶଧନ ରହିଛି। ଆଜି ରାଜ୍ୟ କ୍ୟାବିନେଟରେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର…