ତାଜା ଖବର ରାଜ୍ୟ ଗିରଫ ହେଲେ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା August 4, 2025 Papirani ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ। ବୌଦ୍ଧ ଏମଭିଆଇ ଗୋଲାପ ହାଁସଦାଙ୍କୁ ଗିରଫ କଲା ଭିଜିଲାନ୍ସ । ଗୋଲାପଙ୍କ ନିକଟରୁ ୪୪ ପ୍ଲଟ୍, ବିଲ୍ଡିଂ, ୧ କେଜି ସୁନା ସହ ନଗଦ ୨.୩୮ ଲକ୍ଷ ଟଙ୍କା ଓ ୫୦ ଲକ୍ଷ…