ତାଜା ଖବର ରାଜ୍ୟ Development Works Of Maa Tarini Temple: ଘଟଗାଁ ତାରିଣୀ ପୀଠ ପାଇଁ ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ December 7, 2025 Papirani ଝଟକିବ ଘଟଗାଁ ମା ତାରିଣୀଙ୍କ ପୀଠ । ପୀଠର ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଘଟଗାଁରେ ପହଞ୍ଚିବା ପରେ ମା ତାରିଣୀଙ୍କ ପୀଠ ପର୍ଯ୍ୟନ୍ତ ରୋଡ୍ ସୋ’ରେ ଆସିଥିଲେ ମୁଖ୍ୟମନ୍ତ୍ରୀ । ମାଆଙ୍କ…