ତାଜା ଖବର ରାଜନୀତି ରାଜ୍ୟ BJD Leaders Gather: ନୂଆବର୍ଷ ପୂର୍ବରୁ ମେଳି ବାନ୍ଧିଲେ ବିଜେଡି ନେତା December 19, 2025 Papirani ନୂଆବର୍ଷ ପୂର୍ବରୁ ମେଳି ବାନ୍ଧିଲେ ବିଜେଡିର ପରାଜିତ ଓ ଅସନ୍ତୁଷ୍ଟ ନେତା । ବନ୍ଧୁ ମିଳନ କାର୍ଯ୍ୟକ୍ରମ ନାଁରେ ଭୁବନେଶ୍ବର ଉପକଣ୍ଠରେ ଏକାଠି ହୋଇଛନ୍ତି ବହୁ ବିଜେଡି ନେତା । ଆଜି ଚନ୍ଦକାରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ସମାବେଶ ଅନୁଷ୍ଠିତ ହୋଇଥିଲା,…