ତାଜା ଖବର ଦେଶ Encounter In Delhi: ଦିଲ୍ଲୀରେ ବଡ଼ ଏନକାଉଣ୍ଟର; ୪ ଗ୍ୟାଙ୍ଗଷ୍ଟର୍ ନିପାତ October 23, 2025 Papirani ଦିଲ୍ଲୀରେ ବିହାରର ୪ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟରଙ୍କୁ ଏନ୍କାଉଣ୍ଟର। ଦିଲ୍ଲୀର ବାହାଦୂର ଶାହ ମାର୍ଗରେ ୪ ଜଣଙ୍କୁ ଏନ୍କାଉଣ୍ଟର କରାଯାଇଥିବା ଜଣାପଡ଼ିଛି। ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସର ଅପରେସନରେ ୪ ଅପରାଧୀ ନିପାତ ହୋଇଛନ୍ତି । ଦୀର୍ଘଦିନ ଧରି ପୋଲିସ…