Tag: Former Odisha Jail DG

Serious Allegations Against Former Jail DG Sushant Nath: ପୂର୍ବତନ ଜେଲ୍ ଡିଜିଙ୍କ ବିରୋଧରେ ପୁଣି ସଙ୍ଗୀନ ଅଭିଯୋଗ; ବ୍ରାଉନ୍‌ସୁଗାର୍ ମାମଲାରେ କଏଦୀଙ୍କୁ ଫସାଇବା ପାଇଁ ମିଳୁଥିଲା ଚାପ

ରାଜ୍ୟ ଜେଲ୍ ପ୍ରଶାସନରେ ପୁଣି ଥରେ ଏକ ବଡ଼ଧରଣର ବିବାଦ ମୁଣ୍ଡ ଟେକିଛି। ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ପୁଣି ଆଉ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ନିଲମ୍ବିତ ବାଲେଶ୍ବର ଜେଲର ପ୍ରଦୀପ୍ତି ମହାଳିକ ଏକ ସାଙ୍ଘାତିକ…