Tag: Former Mizoram Governor

Swaraj Kaushal Passes Away: ସୁପ୍ରିମକୋର୍ଟର ବରିଷ୍ଠ ଅଧିବକ୍ତା ତଥା ମିଜୋରାମର ପୂର୍ବତନ ରାଜ୍ୟପାଳ ସ୍ୱରାଜ କୌଶଲଙ୍କ ପରଲୋକ

ଆଉ ନାହାଁନ୍ତି ମିଜୋରାମର ପୂର୍ବତନ ରାଜ୍ୟପାଳ ସ୍ୱରାଜ କୌଶଲ । ୭୩ ବର୍ଷ ବୟସରେ ପରଲୋକ ହୋଇଛି। ନୂଆଦିଲ୍ଲୀସ୍ଥିତ ତାଲ କଟୋରା ରୋଡରେ ଥିବା ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱରାଜ କୌଶଲ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ…