Tag: Former kataka Corporator

Former Kataka Corporator Ramjan Khan Joins Congress: କଂଗ୍ରେସରେ ମିଶିଲେ ପୂର୍ବତନ କର୍ପୋରେଟର ରମଜାନଙ୍କ ସହ ଅନେକ ନେତୃବୃନ୍ଦ

ରାଜ୍ୟରେ କଂଗ୍ରେସ ଦଳ ନିଜର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଅଭିଯାନ ଜାରି ରଖିଥିବା ବେଳେ ଆଜି କଟକରୁ ଆସିଥିବା ଅନେକ ପ୍ରମୁଖ ନେତୃବୃନ୍ଦ ଦଳରେ ଯୋଗ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ…