ତାଜା ଖବର ରାଜ୍ୟ Female Student’s Harassment: ଏଫ.ଏମ. କଲେଜରେ ଛାତ୍ରୀଙ୍କ ନିର୍ଯାତନା ଅଭିଯୋଗ ଘଟଣା; ହଟିଲେ HOD April 14, 2026 Papirani ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ତଥା ସହକାରୀ ପ୍ରଫେସରଙ୍କୁ ପଦବୀରୁ ହଟାଇ ଦିଆଯାଇଛି । ଫକୀର ମୋହନ ସ୍ୱୟଂଶାସିତ କଲେଜ ଜଣେ ଛାତ୍ରୀଙ୍କଠାରୁ ନିର୍ଯାତନାର ଲିଖିତ ଅଭିଯୋଗ ପାଇବା ପରେ ଡକ୍ଟର ସନ୍ତୋଷ କୁମାର ନାୟକଙ୍କୁ…