Tag: fishing banned

ଆଜିଠୁ ମାଛଧରା ଉପରେ ଲାଗିଲା କଟକଣା

ଆଜିଠୁ ଜୁନ୍ ୧୪ ତାରିଖ ଯାଏ ମାଛଧରା ଉପରେ ଲାଗିଲା କଟକଣା। ଆଗାମୀ ୬୧ ଦିନ ପାଇଁ ରାଜ୍ୟର ସବୁ ମାଛଧରା ବନ୍ଦର ପାଇଁ ଏଇ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର। ତେବେ ଆସନ୍ତା ଦୁଇମାସ ମାଛ ମାନଙ୍କର ଅଣ୍ଡାଦାନ…