Tag: Firecracker

Firecracker Guidelines in Odisha: ବାଣ ଫୁଟାଇବାକୁ ଓଡ଼ିଶା ପ୍ରଦୂଷଣ ବୋର୍ଡର ନୂଆ ଗାଇଡ୍‌ଲାଇନ୍

ଦୀପାବଳି ଅବସରରେ ବାଣ ଫୁଟାଇବାକୁ ନେଇ ଓଡ଼ିଶା ପ୍ରଦୂଷଣ ବୋର୍ଡ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ ଜାରି କରାଯାଇଛି । ପରିବେଶ ଓ ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ସହ ଲୋକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋର୍ଡ ଏହି ନିୟମାବଳୀ…