ତାଜା ଖବର ଦେଶ ରାଜନୀତି Fire Breaks Out At BJP MP Residence: ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ଘରେ ଅଗ୍ନିକାଣ୍ଡ January 14, 2026 Papirani ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ବାସଭବନରେ ଅଗ୍ନିକାଣ୍ଡ ହୋଇଛି । ଆଜି ସକାଳ ପ୍ରାୟ ୮ଟା ୩ ମିନିଟ୍ ସମୟରେ ବାସଭବନରେ ନିଆଁ ଲାଗିଥିବା ଜଣାପଡ଼ିଛି । ୩ ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ କରିଛନ୍ତି । ଘଟଣାସ୍ଥଳରେ ପୋଲିସ୍…