Tag: Finance Ministry

Tobacco Tax: ଫେବୃଆରୀ ୧ରୁ ମହଙ୍ଗା ହେବ ପାନ୍ ମସଲା, ସିଗାରେଟ୍, ତମାଖୁ

ଫେବୃଆରୀ ୧ରୁ ପାନ୍ ମସଲା, ସିଗାରେଟ୍, ତମାଖୁ ମହଙ୍ଗା । ସରକାର ୧ ଫେବୃଆରୀ ୨୦୨୬ ଠାରୁ ତମାଖୁ ଉତ୍ପାଦ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ କରିବେ । ୪୦ ପ୍ରତିଶତ ଟିକସ ନେଇ ଅର୍ଥ ମନ୍ତ୍ରାଳୟର ସୂଚନା ।…