ଖେଳ ତାଜା ଖବର ଦିବ୍ୟା ଦେଶମୁଖ ହେଲେ ବିଶ୍ୱ ଚେସ୍ ଚମ୍ପିଆନ୍ July 28, 2025 Papirani ପୁଣି ବିଶ୍ଵସ୍ତରରେ ଚମକିଲା ଭାରତ। ବିଶ୍ୱକପ୍ ଚେସ୍ ଚାମ୍ପିଅନ୍ ହେଲେ ଦିବ୍ୟା ଦେଶମୁଖ । FIDE ମହିଳା ଚେସ୍ ବିଶ୍ବକପ୍ ୨୦୨୫ ଟାଇଟଲ୍ ଜିତିଲେ ଦିବ୍ୟା । ଜର୍ଜିଆରେ ଅନୁଷ୍ଠିତ ଏହି ବିଶ୍ୱକପ୍ ଫାଇନାଲରେ ଭାରତର କିମ୍ବଦନ୍ତୀ ଖେଳାଳି କୋନେରୁ ହମ୍ପିଙ୍କୁ…