Tag: farmers death

ବିଲରେ କାମ କରୁଥିବା ବେଳେ ବଜ୍ରପାତ; ଦୁଇ ଚାଷୀ ମୃତ

ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ । ବାରିପଦାର ବେତନଟୀ ବ୍ଲକ ଡୁମାପଦା ନିକଟ ଜମିରେ ଚାଷ ବେଳେ ବଜ୍ରପାତ । ଏହି ବଜ୍ରପାତରେ ଦୁଇ ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଉଛନ୍ତି ବେତନଟୀ ଥାନା ଅଧୀନ ଭୁଡୁରୁବଣି ଗାଁର…