Tag: Farmer

ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ୩୩ ପ୍ରତିଶତ ରୁ ଅଧିକ…

ବିଲକୁ ଗଲେ ନବୀନ; ଚାଷୀଙ୍କୁ ଭେଟିଲେ, ଦୁଃଖ ଶୁଣିଲେ, କ୍ଷତିପୂରଣ ଦାବି କଲେ

ଅଦିିନିଆ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ହୋଇଛି। ଏହାର ଅନୁଧ୍ୟାନ କରିବାକୁ ଆଜି ଗଞ୍ଜାମ ଯାଇ ଚାଷୀଙ୍କୁ ଭେଟିଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଶେରଗଡ଼ରେ ପହଞ୍ଚିବା ପରେ ସେ ତାକରଡ଼ା…

ବୀମାଭୁକ୍ତ ଚାଷୀଙ୍କ ପଞ୍ଜୀକରଣ ଅବଧି ଜାନୁଆରୀ ୧ ଯାଏଁ ବୃଦ୍ଧି

ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ଫସଲ କ୍ଷତିର ସମ୍ମୁଖୀନ ହୋଇଥିବାରୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସହାୟତା ଦେବାପାଇଁ ଯୋଜନା କରିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୈଠକ କରିବା ସହିତ ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲା…

ଚାଷୀଙ୍କ ଉପରେ ଦାଉ ସାଜିଲା ଅଦିନିଆ ବର୍ଷା; ଫସଲ ନଷ୍ଟ ଦେଖି ଚାଷୀ ମୃତ

ଅଦିନିଆ ବର୍ଷା ଚାଷୀର ବର୍ଷକର ଭାତ ହାଣ୍ଡିକୁ ଉଜାଡି ଦେଇଛି । ପୁଷ ମାସରେ ଲଗାଣ ବର୍ଷା ହେଲେ ଚାଷୀଙ୍କ କ୍ଷେତରେ ଥିବା ଫସଲକୁ କ୍ଷତି କରାଇଛି । ଅଦିନିଆ ବର୍ଷା ଚାଷୀକୂଳକୁ ଦୁଃଖ ସାଗରରେ ଭସାଇ ଦେଇଛି । ଜମିରେ…

ଅଦିନିଆ ବର୍ଷା, ନିଦାବିଷ୍ଣୁ ପ୍ରଶାସନ, ସଙ୍କଟରେ ଚାଷୀକୁଳ

ଆକାଶରେ ମାଳ ମାଳ ମେଘ । ଶୀତ ଦିନେ ଅଦିନିଆ ବର୍ଷା ଆଣିଛି ଚାଷୀଙ୍କ ପାଇଁ ଦୁର୍ଦ୍ଦଶା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ଅମଳ ସମୟରେ ଏହି ଲଘୁଚାପ…