Tag: farmer protest

Farmers Protest: ମଣ୍ଡିରୁ ଉଠୁନି ଧାନ; ତହସିଲଦାରଙ୍କ ଗାଡ଼ି ଆଗରେ ଶୋଇ ବିକ୍ଷୋଭ କଲେ ଚାଷୀ

ମଣ୍ଡିରୁ ଉଠୁନି ଧାନ । ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକରେ ବାରମ୍ବାର ଧାନ କିଣାରେ ବିଭ୍ରାଟ ଅଭିଯୋଗ ସାମ୍ନାକୁ ଆସିଛି। ଚାନ୍ଦବାଲି ତିହିଡ଼ି ବ୍ଲକ୍‌ ଚାରିତରଫ ଛକରେ ଧାନ ବସ୍ତା ପକାଇ ଚାଷୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି। ଫଳରେ ଭଦ୍ରକ ଚାନ୍ଦବାଲି…

Odisha Bandh: ଶେଷ ହେଲା ନବ ନିର୍ମାଣ କୃଷକ ସଂଗଠନ ଦ୍ୱାରା ଦିଆଯାଇଥିବା ଆଠ ଘଣ୍ଟିଆ ବନ୍ଦ ଡାକରା

ନବ ନିର୍ମାଣ କୃଷକ ସଂଗଠନ ଦ୍ୱାରା ଦିଆଯାଇଥିବା ଆଠ ଘଣ୍ଟିଆ ବନ୍ଦ ଡାକରା ଶେଷ ହୋଇଛି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଅପରାହ୍ନ ୨ଟା ଯାଏ ଚାଲିଥିଲା । ରାଜ୍ୟରେ କେତେ ସ୍ଥାନରେ ବନ୍ଦର ପ୍ରଭାବ ପଡ଼ିଥିବାବେଳେ…

Farmer Protest: ନବରଙ୍ଗପୁରର ଝରିଗାଁରେ ଚାଷୀଙ୍କ ଅନନ୍ୟ ପ୍ରତିବାଦ

ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ଚାଷୀଙ୍କ ଅନନ୍ୟ ଦିବାରାତ୍ର ପ୍ରତିବାଦ। ଧାନ ଓ ମକା ଫସଲ କିଣିବାରେ ଜିଲ୍ଲା ପ୍ରଶାସନର ବିଫଳତାକୁ ନେଇ ନବରଙ୍ଗପୁର ଜିଲ୍ଲାର ରାଇଘର, ଉମରକୋଟ ଏବଂ ଝରିଗାଁ ତିନିଟି ବ୍ଲକର ମିଳିତ ଚାଷୀ ସଂଘ ପକ୍ଷରୁ ଧାରଣା ଦିଆଯାଇଛି…

Paddy Mandi: ମଣ୍ଡି ସମସ୍ୟା ନେଇ କାଲି ଲୋକସଭା ଭବନରେ ବସିବ ବଡ ବୈଠକ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ମଣ୍ଡି ସମସ୍ୟା। ରାଜ୍ୟର ଧାନ ମଣ୍ଡି ଅବ୍ୟବସ୍ଥା ନେଇ ସରକାର ଡାକିଲେ ବଡ଼ ବୈଠକ ।ଆସନ୍ତାକାଲି ଅପରାହ୍ଣ ୩ଟାରେ ଲୋକସେବା ଭବନରେ ବୈଠକ । ଏହି ବୈଠକରେ କୃଷି ମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ…

Chakka Jam Protest In Nabarangpur: ଆଜିଠୁ ୨୯ ତାରିଖ ଯାଏ ନବରଙ୍ଗପୁରର ୩ଟି ବ୍ଲକରେ ଗାଡ଼ି ଚଳାଚଳ ଠପ୍

ଆଜିଠୁ ୨୯ ତାରିଖ ଯାଏ ବନ୍ଦ ରହିବ ଗାଡ଼ି ଚଳାଚଳ । ଧାନ ଏବଂ ମକା ବିକ୍ରୟର ଅସୁବିଧା ଅଭିଯୋଗ କରି ନବରଙ୍ଗପୁରର ଚାଷୀମାନେ ସୋମବାରଠାରୁ ଜିଲ୍ଲାର ତିନୋଟି ବ୍ଲକରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ଚକ୍କା ଜାମ୍’ ଆରମ୍ଭ କରିବାକୁ ନିଷ୍ପତ୍ତି…

ଟାଟା ପାୱାର ବିରୋଧରେ ଗର୍ଜିଲା ଚାଷୀ ସଂଘ; ଫୋପାଡିଲେ ଶହ ଶହ ସ୍ମାର୍ଟ ମିଟର

ଟାଟା ପାୱାର ବିରୋଧରେ ଗର୍ଜିଲା ଚାଷୀ ସଂଘ। ରାଜ୍ୟରେ ବିଜୁଳି ଯୋଗାଣ ଦାୟିତ୍ୱରେ ଥିବା ଟାଟା ପାୱାର ବିରୁଦ୍ଧରେ ଏବେ ଅସନ୍ତୋଷ ବଢିବାରେ ଲାଗିଛି । ସ୍ମାର୍ଟ ମିଟରକୁ ନେଇ ଏବେ ବରଗଡ ଜିଲ୍ଲାର ଚାଷୀମାନେ ଜୋରଦାର ପ୍ରତିବାଦ କରିଛନ୍ତି ।…