ତାଜା ଖବର ରାଜ୍ୟ Fake Appointment Letter For Puri Temple Guards: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ୍ August 5, 2026 Papirani ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ନାଁରେ ଏକ ନକଲି ନିଯୁକ୍ତିପତ୍ର ଭାଇରାଲ ହେଉଛି। ‘ଜଗନ୍ନାଥ ଟେମ୍ପୁଲ ସ୍କ୍ବାଡ୍’ ନାଁରେ ଜାରି ଏହି ନିଯୁକ୍ତିପତ୍ରରେ ମନ୍ଦିର ପ୍ରଶାସନର ନକଲି ଷ୍ଟାମ୍ପ ଓ ମୁଖ୍ୟ ପ୍ରଶାସକଙ୍କ ଦସ୍ତଖତ ରହିଛି। ପ୍ରାଥମିକ ଯାଞ୍ଚରୁ ଏହି ଚିଠି…