Tag: expelled

Moquim Speaks Out: ଦଳରେ ଯାହା ଘଟଣା ଘଟୁଛି ସେ ବିଷୟରେ ଲେଖିଛି;  କଂଗ୍ରେସରୁ ବହିଷ୍କାର ପରେ ମୁହଁ ଖୋଲିଲେ ମୋକିମ

ଦଳର ନେତୃତ୍ୱକୁ ଚ୍ୟାଲେଞ୍ଜ କରିବା ପଡିଗଲା ମହଙ୍ଗା ।କଂଗ୍ରେସରୁ ବହିଷ୍କାର ହୋଇଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏହାପରେ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଦଳରେ ଯାହା ସତ୍ୟ ଘଟଣା ଘଟୁଛି ସେ ବିଷୟରେ…