Tag: Enforcement Directorate

ଅର୍ଚ୍ଚନା ନାଗ୍‌ଙ୍କ ବିଳାସପୂର୍ଣ୍ଣ ଘର ସିଲ୍ କଲା ଇଡି

ଅର୍ଚ୍ଚନା ନାଗ ମାମଲା ଏବେ ନୂଆ ମୋଡ଼ ନେଇଛି । ଅର୍ଚ୍ଚନାଙ୍କ ପଳାଶୁଣି ସତ୍ୟବିହାର ଘର ସିଲ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଅର୍ଚ୍ଚନା ନାଗ ଇଡି ନିର୍ଦ୍ଦେଶ ଅବମାନନା କରିଥିବା ଅଭିଯୋଗରେ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅଧୀନରେ…

ଗୋଲଡେନ୍ ଲ୍ୟାଣ୍ଡ ଚିଟ୍‌ଫଣ୍ଡ କଂପାନୀର ୧,୪୨୮ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ଗୋଲ୍ଡେନଲ୍ୟାଣ୍ଡ ଗ୍ରୁପ ଅଫ କମ୍ପାନୀଜର ୧,୪୨୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ସାଧାରଣ ଜମାକାରୀଙ୍କୁ ଠକିବା ଅଭିଯୋଗରେ ମନି ଲଣ୍ଡରିଂ ନିବାରଣ ଆଇନ (PMLA), ଆକ୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ପତ୍ତି ଆଟାଚ୍ କରିଛି । ଜବତ ହୋଇଥିବା…

ଭିଜିଲାନ୍ସ ପରେ ଏବେ ଇ.ଡି ସ୍କାନ୍ନର ରେ ବଡ ବାବୁ

ଖୁବ ଶୀଘ୍ର, ଓଡ଼ିଶାର ସମସ୍ତ ଇଞ୍ଜିନିଯ଼ର ଯେଉଁମାନେ ଆୟ ବହିର୍ଭୁତ ସମ୍ପତ୍ତି କାରଣରୁ ଭିଜିଲାନ୍ସ ଜାଲରେ ଫସିଛନ୍ତି, ସେମାନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ଦ୍ୱାରା ପଚରାଉଚରା କରାଯିବ | ସୂତ୍ରରୁ ମିଳିଥିବା ସୂଚନା ଅନୁଯାଯ଼ୀ, ଭିଜିଲାନ୍ସ ଗତ ଚାରି ମାସ ମଧ୍ୟରେ ଯେଉଁ…