Tag: Electric Vehicles

Electric Vehicles Mandatory for Government Use in Odisha: ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ଇଭି ଯାନ ବ୍ୟବହାର ପାଇଁ ନିର୍ଦ୍ଦେଶାବଳି ଜାରି

ସରକାରୀ କାମ ପାଇଁ ଇଭି ଯାନ କିଣିବାକୁ ନିର୍ଦ୍ଦେଶାବଳି । ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ଇଭି ଯାନ ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳି ଜାରି ହୋଇଛି । ବର୍ଦ୍ଧିତ ଇନ୍ଧନ ମୂଲ୍ୟ ଏବଂ ପଶ୍ଚିମ ଏସିଆ ସଙ୍କଟ ସହିତ…