ତାଜା ଖବର ରାଜ୍ୟ ପିପିଲି ବିଦ୍ୟୁତ୍ କାର୍ଯ୍ୟାଳୟରେ ଭଙ୍ଗାରୁଜା ସହ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ June 21, 2024 Papirani ପିପିଲିରେ ବିଦ୍ୟୁତ୍ କାର୍ଯ୍ୟାଳୟରେ ୧୦ରୁ ୧୫ ଜଣ ଆସି ଭଙ୍ଗାରୁଜା କରିବା ସହ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଅଫିସ୍ ସମ୍ମୁଖରେ ଧାରଣା ଦେବ ସହ ପଦକ୍ଷେପ ନ ନେଲେ…