Tag: elderly parents

ବୁଢ଼ା ବାପା-ମା’ଙ୍କ ସେବା କରିବା ପାଇଁ ମିଳିବ ୩୦ ଦିନ ଛୁଟି

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଏଣିକି ବୁଢ଼ା ବାପା ମାଆଙ୍କ ସେବା କରିବା ପାଇଁ କେନ୍ଦ୍ର ସରକାରୀ କର୍ମଚାରୀ ନେଇ ପାରିବେ ମାସେ ଛୁଟି। ସେବା ନିୟମ ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ୩୦ ଦିନର ଛୁଟି ଦିଆଯିବ। ଯାହାଦ୍ୱାରା…